କପିଳାସ ମେହେର 4/20: 12 ଟଙ୍କା ରୁ ଅଧିକ ହେବନି ଚ୍ୟାନେଲ !
ଏହି ବର୍ଷ ମାର୍ଚ୍ଚ 1 ରୁ ଟିଭି ଦେଖା ହେବ ଶସ୍ତା !
1.ଏବେ ଚ୍ୟାନେଲ ଗୁଡିକର ଏମଆରପି ସୀମା 19 ଟଙ୍କା ରହିଛି !
2.ଚ୍ୟାନେଲ ବକେଟ ଗୁଡିକ ଉପରେ ରିହାତି 33% ପର୍ଯ୍ୟନ୍ତ ହିଁ ରହିବ !
3. ଅ - ଲା - କାର୍ଟ ଚ୍ୟାନେଲ ଏମଆରପି, ବକେଟ ର କୌଣସି ଚ୍ୟାନେଲ ର ହାରା ହାରି ମୂଲ୍ୟର 3 ଗୁଣରୁ ଅଧିକ ହେବନି !
4. 200 ପର୍ଯ୍ୟନ୍ତ ଚ୍ୟାନେଲ ପାଇଁ ମାସକୁ ଏମସିଏଫ 130 ଟଙ୍କା !
5. 200 ରୁ ଅଧିକ ଚ୍ୟାନେଲ ପାଇଁ 160 ଟଙ୍କା !

No comments:
Post a Comment