ମାର୍ଚ୍ଚ ରୁ ଟିଭି ଦେଖା ଶସ୍ତା - Odishanews24

Breaking

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 4, 2020

ମାର୍ଚ୍ଚ ରୁ ଟିଭି ଦେଖା ଶସ୍ତା

କପିଳାସ ମେହେର 4/20: 12 ଟଙ୍କା ରୁ ଅଧିକ ହେବନି ଚ୍ୟାନେଲ !
ଏହି ବର୍ଷ ମାର୍ଚ୍ଚ 1 ରୁ ଟିଭି ଦେଖା ହେବ ଶସ୍ତା ! 
1.ଏବେ ଚ୍ୟାନେଲ ଗୁଡିକର ଏମଆରପି ସୀମା 19 ଟଙ୍କା ରହିଛି ! 

2.ଚ୍ୟାନେଲ ବକେଟ ଗୁଡିକ ଉପରେ ରିହାତି 33% ପର୍ଯ୍ୟନ୍ତ ହିଁ ରହିବ !

3. ଅ - ଲା - କାର୍ଟ  ଚ୍ୟାନେଲ ଏମଆରପି,  ବକେଟ ର କୌଣସି ଚ୍ୟାନେଲ ର ହାରା ହାରି ମୂଲ୍ୟର 3 ଗୁଣରୁ ଅଧିକ ହେବନି ! 

4. 200 ପର୍ଯ୍ୟନ୍ତ ଚ୍ୟାନେଲ ପାଇଁ ମାସକୁ ଏମସିଏଫ 130 ଟଙ୍କା ! 

5. 200 ରୁ ଅଧିକ ଚ୍ୟାନେଲ ପାଇଁ  160 ଟଙ୍କା !

No comments:

Post a Comment

Post Bottom Ad

Responsive Ads Here

Pages