Pages

Saturday, January 4, 2020

କୁମ୍ଭ ରାଶି 2020 ଜାନୁଆରୀ କିପରି ରହିବ

କୁମ୍ଭ ରାଶି 2020 ଜାନୁଆରୀ ମାସ ଆରମ୍ଭ ରୁ ଭଲ ରହିବ ! ଆପଣଙ୍କ ସ୍ଥିତି ସମାଜ ରେ ଭଲ ରହିବ! ଅନ୍ୟ ର ସୁବିଧା ଅସୁବିଧା ବୁଝିବେ ! ଆପଣ ଙ୍କ ବାଣୀ ମିଠା  ରହିବ ! ଆପଣଙ୍କ ଲୋକ ପ୍ରିୟତା ବଢିବ ! କିନ୍ତୁ କେହି ଆପଣଙ୍କୁ ଅଧିକ ପ୍ରଶଂସା କରିବେ ଏହି ସ୍ଥିତି ରେ ଆପଣ ନିଜ ବୁଦ୍ଧି ବଳ ପ୍ରୟୋଗ କରି ସ୍ଥିର ରହିବାକୁ ଚେଷ୍ଟା କରିବେ ! ଆପଣଙ୍କ ଖର୍ଚ୍ଚ ବଢ଼ି ପାରେ ! ବେପାର ବାଣିଜ୍ୟରେ ଅଧିକ ଲାଭ ହେବ ! ଆପଣଙ୍କ ବିରୋଧୀ ରୁ ସବୁ ବେଳେ ଟିକେ ଦୂରରେ ରହିବାକୁ ଚେଷ୍ଟା କରିବେ ! ଏହି ମାସ ରେ ଅଧିକ ପରିଶ୍ରମ କଲେ ଆପଣଙ୍କ ଲକ୍ଷ୍ୟ କୁ ପହଂଚି ଵା ରେ ସାହାଯ୍ୟ ମିଳିବ ! 

No comments:

Post a Comment