ଦୀର୍ଘ ଦିନରୁ ଲାଗିଥିବା ସମସ୍ୟା ର ସମାଧାନ ନହେବାରୁ ବାବୁଫାସଡ ଓ ନଅଗାଁ ଗ୍ରାମ ର ଚାଷୀ ଭାଇ ମିଳିତ ହୋଇ ତାଲା ପକାଇଲେ
ସାଲେଭଟା / କପିଳାସ ମେହେର :7/1:-ଚାଷୀ ହତାସ
ନଅଗାଁ (କ )ଗ୍ରାମର ଫେକ୍ସ ରେ ଲାଗିଥିବା ସମସ୍ୟା ର ସମାଧାନ ନ ହେବାରୁ ଆଜି ଚାଷୀ ଭାଇ ମାନେ ରୁଣ୍ଡ ହୋଇ ଫେକ୍ସ ରେ ତାଲା ପକାଇଲେ, ଦୀର୍ଘ ଏକ ମାସରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଧାନ ଉଟୁନାହିଁ, ବାରମ୍ବାର ଅଭିଯୋକ କରୁଥିଲେ ମଧ୍ୟ ଅଣଦେଖା କାରଯାଉଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି !
No comments:
Post a Comment