ମଣ୍ଟୁ ସ୍ମାରକି କ୍ରିକେଟ ଆଗଲପୁର ଚାମ୍ପିଅନ ! - Odishanews24

Breaking

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 1, 2020

ମଣ୍ଟୁ ସ୍ମାରକି କ୍ରିକେଟ ଆଗଲପୁର ଚାମ୍ପିଅନ !

ସାଲେଭଟା / କପିଳାସ ମେହେର : 2/20: ମଣ୍ଟୁ ସ୍ମାରକି କ୍ରିକେଟ ଆଗଲପୁର ଚାମ୍ପିଅନ !
ଆଗଲପୁର (ଡୁଡୁକା ) ବ୍ଲକ ଲୁହୁରାମୁଣ୍ଡl ଖେଳ ପଡିଆରେ 3ଦିନ ଧରି ଚାଲି ଥିବା 8ମ ମଣ୍ଟୁ ସ୍ମାରକି କ୍ରିକେଟ ପ୍ରତି ଯୋଗିତା ଉତଜାପିତା ହୋଇ ଯାଇଛି ! ଏଥିରେ 16 ଟି ଦଳ ଭାଗ ନେଇ ଥିଲେ ! ଫାଇନାଲ ଖେଳ ଆଗଲପୁର ଓ  ରୋତ ମଧ୍ୟ ରେ ହୋଇଥିଲା ! ଆଗଲପୁର ପ୍ରଥମେ ବ୍ୟାଟିଂ କରି 10 ଓଭର ରେ 4 ଓଇକେଟ ହରାଇ 178 ରନ କରିଥିଲା ! ଜବାବରେ ରୋତ ଟିମ ନିର୍ଦ୍ଧରିତ ଓଭର ରେ ମାତ୍ର 92 ରନ କାଟି ସମସ୍ତ ଓଇକେଟ ହରାଇଥିଲେ ! ଫଳରେ ଆଗଲପୁର ବିଜୟୀ ହୋଇ ଚାମ୍ପିୟନ ହୋଇଥିଲା ! ସ୍ବର୍ଗତ ମଣ୍ଟୁ ଙ୍କ ପୁତୁରା ଗୁଡ଼ୁ ଭାଇ ବିଜୟୀ ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ ! ବିଭୁତି ସାହୁ,  ଜୀତେଶ ପଧାନ,  ନିର୍ମଳ ପଧାନ,  ଖେଳ ପରି ଚାଳନା କରିଥିଲେ ! ପିଣ୍ଟୁ,  ଅନନ୍ତ,  ଅନିଲ,  କମ୍ବୁଧର,  ସୁଧୀର,  ଳମ୍ବୁ,  ଯୁଧିଷ୍ଠିର,  ସଚିନ,  ରାଜୁ,  ବିମଲ ଙ୍କ ସହ ଲୁହୂରମୁଣ୍ଡା କ୍ରିକେଟ ଟିମ ର ସଦସ୍ୟମାନେ ସହଯୋଗ କରିଥିଲେ !



No comments:

Post a Comment

Post Bottom Ad

Responsive Ads Here

Pages