ନୂଆ ବର୍ଷ ରେ ଆଜି ଠାରୁ ବଢିବ ଟ୍ରେନ ଭଡା - Odishanews24

Breaking

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 1, 2020

ନୂଆ ବର୍ଷ ରେ ଆଜି ଠାରୁ ବଢିବ ଟ୍ରେନ ଭଡା


ନୂଆ ବର୍ଷ ରେ ଆଜି ଠାରୁ ବଢିବ ଟ୍ରେନ ଭଡା 

ରେଲୱେ ନୂଆ ବର୍ଷ ରେ ରେଳ ଯାତ୍ରୀ ଙ୍କ ପାଇଁ ଯାତ୍ରୀ ଭଡା ବ୍ବାଦାଈ ଦେଇଛି l ରେଳ ମନ୍ତ୍ରା ଲୟ ମଙ୍ଗଳବାର ଯାତ୍ରୀ ବଢ଼ା ପ୍ରତି କିଲୋମିଟର ପିଛା 1 ପଇସା ରୁ 4 ପଇସା ପର୍ଯ୍ୟନ୍ତ ବଢିଛି l  ବର୍ଦ୍ଧିତ ଦର ଆଜି ରାତି ଅର୍ଥାତ 1 ଜାନୁଆରୀ 2020 ଲାଗୁ ହେବ ! 
ରେଳ ମନ୍ତ୍ରାଳୟ ଅନୁସାରେ ସାମାନ୍ୟ ଟ୍ରେନ ରେ ଏକ ପଇସା ପ୍ରତି କିଲୋମିଟର ବୃଦ୍ଧି ହୋଇଛି ! ଯଦିଓ ମେଲ  ଓ ଏକ୍ସପ୍ରେସ ଗାଡି ରେ ସ୍ଲୀପେର କ୍ଲାସ ରେ 2 ପଇସା ପ୍ରତି କିଲୋମିଟର ବେଶିକ ଭଡା ବଢିଛି ! 
ଅର୍ଥାତ ଆପଣ ଯଦି 100 କିଲୋମିଟର ରେଳ ଯାତ୍ରା କରିବାକୁ ପଡେ ତେବେ ସାମାନ୍ୟ ଟ୍ରେନ ରେ ଦ୍ୱିତୀୟ କ୍ଲାସ ରେ 1 ଟଙ୍କା ଓ ସ୍ଲିପର ରେ 2 ଟଙ୍କା ଯଦିଓ ଏ ସି କ୍ଲାସ ରେ ସମସ୍ତ ଶ୍ରେଣୀ ରେ 4 ଟଙ୍କା ଅଧିକ ଦେବାକୁ ପଡିବ !

No comments:

Post a Comment

Post Bottom Ad

Responsive Ads Here

Pages