ଜିଏସଟି ଆଦାୟ ଲକ୍ଷେ କୋଟି ଟପିଲା - Odishanews24

Breaking

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 2, 2020

ଜିଏସଟି ଆଦାୟ ଲକ୍ଷେ କୋଟି ଟପିଲା

ଜିଏସଟି ଆଦାୟ ଲକ୍ଷେ କୋଟି ଟପିଲା, ଓଡିଶା ରେ 2383 କୋଟି
କ୍ରମାଗତ ଦ୍ୱିତୀୟ ମାସ ଲାଗି ଜିଏସଟି ଆଦାୟ ଏକ ଲକ୍ଷ ରୁ ଅଧିକ ହୋଇଛି ! 2019 ର ଡିସେମ୍ବର 1, 03, 184 କୋଟି ଟଙ୍କା ର ଜିଏସଟି ଆଦାୟ କର ଯାଇଛି ! ଗତ ନଭେମ୍ବର ରେ 1, 03, 492 କୋଟି ଟଙ୍କା ର ଜିଏସଟି ଆଦାୟ କରା ଯାଇଥିଲା ! ସରକାର ଙ୍କ ସୂତ୍ର ରୁ ମିଳିଥିବା ତଥ୍ୟ ଅନୁଯାୟୀ,  କେନ୍ଦ୍ରୀୟ ଜିଏସଟି ବାବଦ ରେ 19, 962 କୋଟି ଟଙ୍କା,  ରାଜ୍ୟ ଜିଏସଟି ଆକାରରେ 26792 କୋଟି ଟଙ୍କା ଏବଂ ସମନ୍ୱିତ ଜିଏସଟି ଆକାର ରେ 48099 କୋଟି ଟଙ୍କା ଆଦାୟ କର ଯାଇଛି ! ସେହି ସମୟ ରେ 8331 କୋଟି ଟଙ୍କା ର ସେସ ହୋଇଛି ! ବାର୍ଷିକ ଭିତ୍ତିରେ ତୁଳନା ରେ କଲେ 2019 rev16% ଅଧିକ ଜିଏସଟି ଆଦାୟ ହୋଇଛି ! 2018 ଡିସେମ୍ବର 97276 କୋଟି ଟଙ୍କା ର  ଜିଏସଟି ଆଦାୟ କରା ଯାଇଥିଲା  ! 2019 ର  ଅଧିକାଂଶ ମାସ ଜିଏସଟି ଆଦାୟ ଧାର୍ଯ୍ୟ ଲକ୍ଷ୍ୟ ଠାରୁ କମ ହୋଇଥିଲା ! ଅର୍ଥନୀତି ରେ ଲାଗି ରହିଥିବା ମାନ୍ଦାବସ୍ଥା ପ୍ରଭାବରେ ଜିଏସଟି ଆଦାୟ କରିଥିଲା ! ଗତ ଅକ୍ଟୋବର ରେ ଏହି ଟିକସ ରାଶି 19380 କୋଟି କୋଟି ଟଙ୍କା ଭଳି ସ୍ତର କୁ ଖସି ଯାଇଥିଲା ! 2019 ଡିସେମ୍ବର ରେ ଓଡିଶା ରେ 2383 କୋଟି ଟଙ୍କା ର ଜିଏସଟି ଆଦାୟ କର ଯାଇଛି ! 2018 ଡିସେମ୍ବର ରେ ଆଦାୟ କରାଯାଇଥିବା 2347 କୋଟି ଟଙ୍କା ତୁଳନାରେ ଏହା 2% ଅଧିକ !

No comments:

Post a Comment

Post Bottom Ad

Responsive Ads Here

Pages