ସାଲେଭଟା / କପିଳାସ ମେହେର : 2/20: ମଣ୍ଟୁ ସ୍ମାରକି କ୍ରିକେଟ ଆଗଲପୁର ଚାମ୍ପିଅନ !
ଆଗଲପୁର (ଡୁଡୁକା ) ବ୍ଲକ ଲୁହୁରାମୁଣ୍ଡl ଖେଳ ପଡିଆରେ 3ଦିନ ଧରି ଚାଲି ଥିବା 8ମ ମଣ୍ଟୁ ସ୍ମାରକି କ୍ରିକେଟ ପ୍ରତି ଯୋଗିତା ଉତଜାପିତା ହୋଇ ଯାଇଛି ! ଏଥିରେ 16 ଟି ଦଳ ଭାଗ ନେଇ ଥିଲେ ! ଫାଇନାଲ ଖେଳ ଆଗଲପୁର ଓ ରୋତ ମଧ୍ୟ ରେ ହୋଇଥିଲା ! ଆଗଲପୁର ପ୍ରଥମେ ବ୍ୟାଟିଂ କରି 10 ଓଭର ରେ 4 ଓଇକେଟ ହରାଇ 178 ରନ କରିଥିଲା ! ଜବାବରେ ରୋତ ଟିମ ନିର୍ଦ୍ଧରିତ ଓଭର ରେ ମାତ୍ର 92 ରନ କାଟି ସମସ୍ତ ଓଇକେଟ ହରାଇଥିଲେ ! ଫଳରେ ଆଗଲପୁର ବିଜୟୀ ହୋଇ ଚାମ୍ପିୟନ ହୋଇଥିଲା ! ସ୍ବର୍ଗତ ମଣ୍ଟୁ ଙ୍କ ପୁତୁରା ଗୁଡ଼ୁ ଭାଇ ବିଜୟୀ ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ ! ବିଭୁତି ସାହୁ, ଜୀତେଶ ପଧାନ, ନିର୍ମଳ ପଧାନ, ଖେଳ ପରି ଚାଳନା କରିଥିଲେ ! ପିଣ୍ଟୁ, ଅନନ୍ତ, ଅନିଲ, କମ୍ବୁଧର, ସୁଧୀର, ଳମ୍ବୁ, ଯୁଧିଷ୍ଠିର, ସଚିନ, ରାଜୁ, ବିମଲ ଙ୍କ ସହ ଲୁହୂରମୁଣ୍ଡା କ୍ରିକେଟ ଟିମ ର ସଦସ୍ୟମାନେ ସହଯୋଗ କରିଥିଲେ !

No comments:
Post a Comment